ନାଣକ
ଦେଖଣା
ନାଣକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନ+ଅଣକ=କୁତ୍ସିତ)
[ସମ୍ପାଦନା]- ୧. ମୁଦ୍ରା — ୧. Coin (Apte).
- ୨. ଧାତୁ(ହିନ୍ଦୀ - ଶ.) —୨. Metal.
- ୩. ନିଷ୍କ (ହିନ୍ଦୀ - ଶ.); ସ୍ୱର୍ଣ୍ଣମୁଦ୍ରାବିଶେଷ — ୩. A kind of gold coin.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧର୍ମପ୍ରଚାରକବିଶେଷ; ନାନକ (ଦେଖ) - Nānaka (See)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପ୍ରଶସ୍ତ —Broad.