Jump to content

ନାତ

ଉଇକିଅଭିଧାନ‌ରୁ

ନାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲତ ଧାତୁ=ଆଘାତ କରିବା; ସଂ, ଲତ୍ତା= ପଦାଘାତ—ଆପ୍ତେ)

[ସମ୍ପାଦନା]
୧. ଗୋଇଠା; ପଦାଘାତ —୧. Kick.
୨. ପଶୁଙ୍କର ପଛ ଗୋଡଦ୍ୱାରା ଆଘାତ — ୨. The kick of a beast with its hind legs.

କୋପେ ଖୋଳଇ ଖୁରେ ମହୀ କାନ୍ଧ ଝାଡ଼ଇ ନାତ ଦେଇ ଜଗନ୍ନାଥ. ଭାଗବତ

[ଦ୍ରଷ୍ଟବ୍ୟ —ମନୁଷ୍ୟର ପଦାଘାତକୁ ଗୋଇଠା ଓ ପଶୁମାନଙ୍କପଛ ଗୋଡ଼ଦ୍ୱାରା ଆଘାତକୁ ନାତ ବୋଲାଯାଏ ବଙ୍ଗଭାଷାରେ ମନୁଷ୍ୟର ଗୋଇଠାକୁ ଲାଥି ଓ ପଶୁର ପଦାଘାତକୁ ଲାଥ୍ ବୋଲାଯାଏ ହିନ୍ଦିରେ ଗୋଇଠାକୁ ଲାତ୍ ଓ ପଶୁ ପଦାଘାତକୁ ଲଥାର୍ ବୋଲାଯାଏ .]