Jump to content

ନାତୁଣୀ ଜୁଆଁଇଁ

ଉଇକିଅଭିଧାନ‌ରୁ

ନାତୁଣୀ ଜୁଆଁଇଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାତୁଣୀ ଜୋଇଁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ନପ୍ତ୍ରୀ+ଜାମାତା)

[ସମ୍ପାଦନା]

ଆପଣାର ନାତୁଣୀର ସ୍ୱାମୀ — husband of one's grand daughter; grand son-in-law.