Jump to content

ନାତୁଣୀ ବୋହୁ

ଉଇକିଅଭିଧାନ‌ରୁ

ନାତୁଣୀ ବୋହୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାତୁଣୀ ବୋଉ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସ୍ତରୀ. (ସଂସ୍କୃତ - ନପ୍ତୃ ଓ ବଧୂ)

[ସମ୍ପାଦନା]

ଆପଣା ନାତିର ସ୍ତ୍ରୀ — One's grand-son's wife; grand daughter-in-law.

ଜହ୍ନି ଜହ୍ନି ଅଞ୍ଜୁଳି; ନିତି ପକାଏ ତିନି ଆଞ୍ଜୁଳି, ଦୋଳିରେ ଯାଏଁ, ଦୋଳିରେ ଆସେଁ; ପାଟ ପୀଡ଼ା ଖଣ୍ଡ ମାଡ଼ି ବସେ, ନାତୁଣୀ ବୋହୁ ଭାତ ପରଶେ ଶିଶୁଙ୍କ ଜହ୍ନିଫଲ ଗୀତ