Jump to content

ନାତ ମାରିବା

ଉଇକିଅଭିଧାନ‌ରୁ

ନାତ ମାରିବା

ଉଚ୍ଚାରଣ

[ସମ୍ପାଦନା]

ନାତ ଦେବା, ନାତବଜା(ଜେ)ଇବା, ନାତଲଗା(ଗେ)ଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ମନୁଷ୍ୟ) ଗୋଇଠା ମାରିବା — ୧. (a man) To kick; to strike a blow with the leg.
୨. (ପଶୁ) ପଛ ଗୋଡ଼କୁ ଛିଞ୍ଚାଡ଼ି ଆଘାତ କରିବା — ୨. (a beast) To give a back ward kick with the hind leg.
୩. (ଲକ୍ଷଣାର୍ଥ) ଦଣ୍ଡ ଦେବା —୩. (fig) To punish.
୪. (ଲକ୍ଷଣାର୍ଥ) (ଗୁରୁ ଶିଷ୍ୟକୁ) ଶିକ୍ଷା ଦେବା — ୪. (fig) To give lesson to a pupil.
୫. (ଲକ୍ଷଣାର୍ଥ) ଦୀକ୍ଷା ଦେବା —୫. (fig) To initiate.

(ଯଥା— ଯାହାକୁ ସଦ୍ଗୁରୁ ନାତ ମାରିଥିବେ ସେ ଶରୀର— ଭେଦ ଭାଜନର ଅର୍ଥ ବୁଝିପାରିବ)



ନାତ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଗୋରୁ ଆଦି ପଶୁ) ପଛ ଗୋଡ଼ରେ ଆଘାତ କରିବା