Jump to content

ନାଥବନ୍ତ

ଉଇକିଅଭିଧାନ‌ରୁ

ନାଥବନ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନାଥବତ୍ ଶବ୍ଦର ୧ମା. ୧ବ ନାଥବାନ୍)

[ସମ୍ପାଦନା]

ନାଥବାନ୍ (ଦେଖ) - Nāthabān (See)

ନାଥବନ୍ତ ହେଲେହେଁ ଅନାଥ ଲୋକ ପରି ସଭା ମଧ୍ୟେ ତାହାଙ୍କୁ ଆଣିଲେ ଯେ ଧରି କୃଷ୍ଣସିଂହ. ମହାଭାରତ. ଆଦି