Jump to content

ନାଦମୁଣ୍ଡା

ଉଇକିଅଭିଧାନ‌ରୁ

ନାଦମୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ଥଟାରିଙ୍କ ଭାଷା)

[ସମ୍ପାଦନା]

କମାରଙ୍କର ଓ ଥଟାରିଙ୍କ କଂସା ଆଦି ଆଉଟିବା ଅଗ୍ନିକୁଣ୍ଡର ଗୋଟିଏ ପାର୍ଶ୍ୱରେ ଥିବା ଛିଦ୍ର, ଯେଉଁ ଛିଦ୍ରବାଟେ ଭାତିରୁ ବାହାରିବା ପବନ ଅଗ୍ନିକୁ ଉତ୍ତେଜିତ କରେ — A hole on the side of a potter's or smith's oven through which the bellows blow air in to the fire.