Jump to content

ନାଦି

ଉଇକିଅଭିଧାନ‌ରୁ

ନାଦି

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଭୂମିରେ ଗାତ କରିବା ନିମନ୍ତେ ବ୍ୟବହୃତ ଯଷ୍ଟିଖଣ୍ଡ (ଏହି ବାଡ଼ିକୁ ଭୂମିରେ ପ୍ରଥମେ ଗେଞ୍ଜି ଗାତ କରି ସେହି ଗାତରେ ରଞ୍ଜା ଆଦି ପୋତା ଯାଏ) —A rod or pointed stick used in making holes on the ground before any rod is driven into it.