Jump to content

ନାଦିବା

ଉଇକିଅଭିଧାନ‌ରୁ

ନାଦିବା

ଉଚ୍ଚାରଣ

[ସମ୍ପାଦନା]

(ନାଦିଦେବା— ଅନ୍ୟରୂପ)

  • (file)

ଦେଶଜ - କ୍ରି—(ପଦ୍ୟ) (ସଂସ୍କୃତ -ନଦ୍ ଧାତୁ)

[ସମ୍ପାଦନା]
୧. ଲାଦିବା— (ଦେଖ) - —୧. Lādibā (See)
୨. ନାଦ କରିବା —୨. To sound.
୩. ଗର୍ଜନ କରିବା — ୩. To roar.

ଘାତକ ଆହତ ପରେ ନାଦେ ତୁମ୍ଭ ଭରେ ରାଧାନାଥ. ବେଣୀସଂହାର