ନାଦିର୍ଶାହା
ଦେଖଣା
ନାଦିର୍ଶାହା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ନାମ) (ଫାରାସୀ - ନାଦିର୍ର ଅର୍ଥ ଅଦ୍ୱୂତ) ଭାରତ ଆକ୍ରଣ କାରୀ ପାରସ୍ୟର ଜଣେ ରାଜା — Name of a Persian king who attacked India in the ୧୮th century A. D.
[ ଦ୍ର—ଏ ଜଣେ ମେଷ ପାଳକର ସନ୍ତାନ ଥିଲେ ଓ ନିଜ ବାହୁବଳରେ ପାରସ୍ୟ, ଆଫ୍ଗାନିସ୍ତାନ ପ୍ରଭୃତିର ସିଂହାସନ ଅଧିକାର କରିଥିଲେ ଦିଲ୍ଲୀରେ ମହମ୍ମଦ ଶାହା ସମ୍ରାଟ ଥିବା ସମୟରେ ଖ୍ରୀ. ୧୭୩୮:ରେ ଭାରତ ଆକ୍ରମଣ କରି ଦିଲ୍ଲୀ ସମ୍ରାଟଙ୍କ ମୟୁର ସିଂହାସନ ଓ କୋହିନୂର ଅପହରଣ କରିଥିଲେ ଓ ୧୭୩୯: ଖ୍ରୀଷ୍ଟାବ୍ଦରେ ଦିଲ୍ଲୀବାସୀ ଆବାଳବୃଦ୍ଧ ବନିତା ଏକ ଲକ୍ଷ ମନୁଷ୍ୟଙ୍କୁ ହତ୍ୟା କରାଇଥିଲେ ଏଥିପାଇଁ ନାଦିର୍ଶାହ ବିଚାର (ନିଷ୍ଠୁରତା ଓ ଅବୁଝାମଣା) ଶବ୍ଦ ଉତ୍ତର ଭାରତରେ ପ୍ରବଚନ ହୋଇ ରହିଅଛି ]