ନାଦେୟୀ
ଦେଖଣା
ନାଦେୟୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନାଦେୟ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଜଳ ବେତସ —୧. A cane growing on the riverside.
- ୨. ଭୂଇଁ ଜାମୁ —୨. A small blackberry shurb; Premna Herbacia.
- ୩. ନାରଙ୍ଗ ଗଛ —୩. Orange tree.
- ୪. ଜବା; ମନ୍ଦାର —୪. China rose.
- ୫. ଅଗ୍ନିମନ୍ଥ ବୃକ୍ଷ (ହିନ୍ଦୀ - ଶବ୍ଦସାଗର) — ୫. Premna Integrifolia (tree).