ନାଦ ଦେବା
(ନାଦ କରିବା—ଅନ୍ୟରୂପ)
ଶବ୍ଦ କରିବା — To emit a sound.
ପୁଣି ଉପାଡ଼ି ବୃକ୍ଷ ଦୁଇ ବେଗେ ଧଇଁଲାଁ ନାଦଦେଇ ଜଗନ୍ନାଥ ଭାଗବତ