ନାଦ ମୁଦ୍ରା
ତନ୍ତ୍ରୋକ୍ତ କରମୁଦ୍ରା ବିଶେଷ — A particular pose of the hand during Tantric rites.
[ଦ୍ରଷ୍ଟବ୍ୟ —ଡାହାଣ ହାତକୁ ମୁଠା କରି ବୁଢ଼ା ଆଙ୍ଗୁଠିକୁ ଉପରକୁ ଉଠାଇଲେ ଏ ମୁଦ୍ରା ହୁଏ]