ନାନା
ଦେଖଣା
ନାନା
ଉଚ୍ଚାରଣ
[ସମ୍ପାଦନା](ନାଁ ନାଁ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ଅ (ନବ+ନା)—(ବହୁତାସୂଚକ)
[ସମ୍ପାଦନା]- ୧. ବହୁବିଧ; ଅନେକପ୍ରକାର; ବିବିଧ — ୧. Various of many kinds.
- ୨. ଭିନ୍ନ ଭିନ୍ନ; ପୃଥକ୍ ପୃଥକ୍ — ୨. Different.
- ୩. ଅନେକ —୩. Many.
ଦେଶଜ - ଅ—(ସଂସ୍କୃତ - ନ; ନହି ନହି)
[ସମ୍ପାଦନା]- ୧. (କଥା ଉପରେ ଜୋର୍ ଦେବା ପାଇଁ ନିଷେଧାର୍ଥକ, ନଞ୍ଜର୍ଥକ 'ନାଁ' ଶବ୍ଦର ଦୁଇ ଥର ପ୍ରୟୋଗ) କେଭେ ନୁହେ — ୧. (Doubling of the prohibitive 'No' for emphasis), Oh! no no; certainly not.
ହରିଶାକ୍ଷିରେ ନାନା ହରି ଗନ୍ଧକୁ ଯାନା ବୋଲି ଯେ କହୁଥାଉଁ ବାରାବାର— କବିସୂର୍ଯ୍ୟ. ସଙ୍ଗୀତ
- ୨. ଗୀତ ଓ ନାଟରେ ଉଚ୍ଚାରିତ ଧ୍ୱନିବିଶେଷ — ୨. A formula repeated during dancing and singing.
କୂଚ ମର୍ଦ୍ଦତ ହୋଇଲା ତାଡ଼ିତ ନାନ ଧ୍ୱନିଟି ତେନା ତେନା ଜାତ— ଭଞ୍ଜ. ପ୍ରେମସୂଧାନିଧି
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ହିନ୍ଦୁସ୍ଥାନୀ, ମୁସଲମାନ ଓ ପଶ୍ଚିମାଙ୍କ ବ୍ୟବହୃତ)
[ସମ୍ପାଦନା]- ୧. ମାତାମହ; ଅଜା —୧. Mother's father; maternal grandfather.
(ନାନୀ—ସ୍ତ୍ରୀ)
- ୨. (ସ୍ତ୍ରୀ)ବଡ଼ ଭଉଣୀ; ନାନୀ — ୨. Elder sister.
ପ୍ରାଦେଶିକ - (ସିଂହଭୁମ, ବ୍ରାହ୍ମଣ ମାନଙ୍କ ବ୍ୟବହୃତ) ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ବଡ଼ ଭାଇ; ନନା —୧. Elder brother.
- ୨. (ସ୍ତ୍ରୀ) (ତୁଳ. ହିନ୍ଦୀ - ନାନୀ ଏହି ଅର୍ଥରେ)—ଆଈ; ମାତାମାହୀ —୨. Grand mother.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]ପୁଦିନା — Mint (plant).
(ଯଥା—ଅର୍କନାନା=ପୁଦିନା ଅର୍କ)