Jump to content

ନାନା ପ୍ରକାର

ଉଇକିଅଭିଧାନ‌ରୁ

ନାନା ପ୍ରକାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନାନା+ପ୍ରକାର)

[ସମ୍ପାଦନା]

ନାନାବିଧ — Of various kinds.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅନେକ ପ୍ରକାର —Various Kinds.

[ଦ୍ରଷ୍ଟବ୍ୟ —ଏହିପରି ସଂସ୍କୃତ - ବି ଓ ବିଣରେ ନାନା ବର୍ଣ୍ଣ,ନାନା ରୁଷ ଆଦି ଶବ୍ଦ ନିଷ୍ପନ୍ନ ହୁଏ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ନାନା ରୂପରେ; ନାନା ପ୍ରକାରେ — In many ways.