Jump to content

ନାନ୍କର୍

ଉଇକିଅଭିଧାନ‌ରୁ

ନାନ୍କର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନାନ୍କା, ନାନ୍କାର୍, ନାନକରଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାନ୍କାର୍)

[ସମ୍ପାଦନା]

ଜମିଦାରଙ୍କ ନିଜ ଦଖଲିଜମି; ନିଜଜୋତ ବା ଖମାର ଜମି — Zamindar's Nijchas land; land held by the Zamindar in khas possession (corresponding to the home farms in England).

ଆମିଲ୍ ମାନେ 'ନାନ୍କର୍' ନାମରେ ନିଷ୍କର ଜାଗିରି ଭୋଗ କରୁଥିଲେ—କୃପାସିନ୍ଧୁ ଇତିହାସ


[ପୂର୍ବେ ଜମିଦାରମାନେ ବାଦସାହାଙ୍କ ନିଯୁକ୍ତ ରାଜସ୍ୱ ଆଦାୟ କାରୀ କର୍ମଚାରୀ ଥିଲେ ସେମାନଙ୍କୁ ରାଜସ୍ୱ ଅସୁଲ କରିବାର ପାରିଶ୍ରମିକ ସ୍ୱରୂପ ବାଦସାହାମାନେ ଯେଉଁ ନିଷ୍କର ଜମି ଦେଉଥିଲେ ତାକୁ ନାନକାର ବୋଲା ଯାଉଥିଲା]