Jump to content

ନାନ୍କୀନ

ଉଇକିଅଭିଧାନ‌ରୁ

ନାନ୍କୀନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ) (ଚୀନ ଦେଶୀୟ ଭାଷା)

[ସମ୍ପାଦନା]
୧. (ନାମ) ଇୟାଙ୍ଗ୍ ସିକିଆଙ୍ଗ୍ ନଦୀ ଉପରେ ଥିବା ଚୀନ ଦେଶର ଗୋଟିଏ ବୃହତ୍ ନଗର —୧. Nankeen, a big town in China.
୨. ଏକପ୍ରକାର ମାଟିଆ ରଙ୍ଗର ସୂତା ଲୁଗା —୨. Nankeen; a kind of buff-coloured cotton cloth formally made at Nankeen in China.

[ଦ୍ରଷ୍ଟବ୍ୟ —ଏହା ପୂର୍ବେ ଚୀନଦେଶରୁ ଭାରତକୁ ଓ ବିଲାତକୁ ଆସୁଥିଲା, ଏବେ ଏ ଲୁଗା ଇଉରୋପରେ ଓ ଆମେରିକାରେ ତିଆରି ହେଲାଣି]