ନାନ୍ଦୀ
ଦେଖଣା
ନାନ୍ଦୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନନ୍ଦ ଧାତୁ ଣିଚ ନାନ୍ଦି ଧାତୁ=ଆନନ୍ଦିତ କରିବା+ କରଣ. ଈ; କିମ୍ୱା ନନ୍ଦ ଧାତୁ=ଆନନ୍ଦିତ ହେବା+ କରଣ. ଈ)
[ସମ୍ପାଦନା]- ୧. ନାଟକାଦିରେ ଦେବତାଙ୍କ ଆରାଧନା ବା ସ୍ତୁତି ବା ଆଶୀର୍ବାଦସୂଚକ ଶ୍ଳୋକ — ୧. A benidictory prologue pronounced before the commencement of a play.
- ୨. ମଙ୍ଗଳାଚରଣ —୨. Benedictory preface.
- ୩. ଚକ୍ରବର୍ତ୍ତୀ ରାଜା —୩. Emperor.
- ୪. କ୍ଷତ୍ରିୟ —୪. A kshatriya or soldier by caste.
- ୫. ଗୋତ୍ର —୫. Clan.
- ୬. ଅଭ୍ୟୁଦୟ; ସମୃଦ୍ଧି —୬. Prosperity.
- ୭. ସ୍ତୁତି — ୭. Praise; thanksgiving; eulogy.
- ୮. ସୌଭାଗ୍ୟ —୮. Good-luck.
- ୯. ନାନ୍ଦିକାର (ଦେଖ) - — ୯. Nāndikāra (See) (Apte).