ନାନ୍ଦୀକ
ଦେଖଣା
ନାନ୍ଦୀକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାନ୍ଦୀ=ସୌଭାଗ୍ୟ+କୃ ଧାତୁ+ଅ.)
[ସମ୍ପାଦନା]- ୧. ମଙ୍ଗଳାର୍ଥ ଅନୁଷ୍ଠିତ ତୋରଣ ସ୍ତମ୍ଭ —୧. A propitious gateway set up for good luck.
- ୨. ମଙ୍ଗଳାର୍ଥ ତୋରଣ ଦ୍ୱରରେ ସ୍ଥାପିତ ଜଳପୂର୍ଣ୍ଣ ଘଟ — ୨. A jug full of water placed at the gate- way in religious ceremonies or on festive occasions.
- ୩. ନାନ୍ଦୀମୁଖ ଶ୍ରାଦ୍ଧ —୩. Proppitiatory offering of cakes of boiled rice to the spirite of one's deceased ancestors.
- ୪. ସୌଭାଗ୍ୟଲାଭାର୍ଥ ଦୁଆର ମୁହଁରେ ପୋତାଯିବା ଖୁଣ୍ଟି — ୪. A post in a doorway set up for good luck (Apte).