Jump to content

ନାନ୍ଦୀକର

ଉଇକିଅଭିଧାନ‌ରୁ

ନାନ୍ଦୀକର

ଉଚ୍ଚାରଣ

[ସମ୍ପାଦନା]

(ନାନ୍ଦୀବାଦୀ—ଅନ୍ୟରୁପ)

ସଂସ୍କୃତ - ବିଶେଷଣ - (ନାନ୍ଦୀ+କୃ ଧାତୁ+ଅ)

[ସମ୍ପାଦନା]
୧. ଯେ ଅଭିନୟ ପୂର୍ବରେ ମଙ୍ଗଳାଚରଣ ବା ବନ୍ଦନା ପାଠ କରେ — ୧. A person who recites a benediction or prologue before a dramatic performnace is begun.
୨. ତୋଲିଆ; ବାଦ୍ୟକାର; ବାଇଦକାରିଆ; ବଜନ୍ତ୍ରୀ — ୨. A drummer.