Jump to content

ନାନ୍ଦୀମୁଖ

ଉଇକିଅଭିଧାନ‌ରୁ

ନାନ୍ଦୀମୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନାନ୍ଦୀ=ସ୍ତୁତି;ସୌଭାଗ୍ୟ+ମୁଖ=ପ୍ରଧାନ;ବା ନାନ୍ଦୀ=ଶୁଭ+ମୁଖ=ଆରମ୍ଭ)

[ସମ୍ପାଦନା]
୧. କୁଅର ନନ୍ଦ; ଘୋଡ଼ା ନନ୍ଦ —୧. The outer protecting ring put on a wall.
୨. ଆଭ୍ୟୁଦୟିକ ଶ୍ରାଦ୍ଧ;ବିବାହାଦି ଅନୁଷ୍ଠାନରେ ପ୍ରଥମେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଯେଉଁ ପାର୍ବଣ ଶ୍ରାଦ୍ଧ କରାଯାଏ —୨. Oblation or offering of Piṇḍa to the ancestors,performed at the commencement of festive rites (to propitiate the spirits of one's deceased ancestors.)

[ଦ୍ରଷ୍ଟବ୍ୟ —ପୁରାଣ ମତରେ ଜାତକର୍ମାଦି ଦଶ ବିଧ ସଂସ୍କାର, ନୂତନ ଗୃହ ପ୍ରବେଶ, ଦେବତାଦି ପ୍ରତିଷ୍ଠା, ତୀର୍ଥଯାତ୍ରା, ବୃଷୋତ୍ସର୍ଗାଦି ଶୁଭାନୁଷ୍ଠାନମାନଙ୍କରେ ପ୍ରଥମରେ ନାନ୍ଦୀମୁଖ ଶ୍ରାଦ୍ଧ କରିବା ଉଚିତ କେବଳ ପୁତ୍ର ଜନ୍ନରେ ଏ ଶ୍ରାଦ୍ଧର ବିଧାନ ନାହିଁ ଅନ୍ୟ ସବୁ ଶ୍ରାଦ୍ଧ ମଧ୍ୟାହ୍ନରେ କରାଯାଏ; କିନ୍ତୁ ଏ ଶ୍ରାଦ୍ଧ ପୂର୍ବତରେ ବିଧେୟ— ହିନ୍ଦୀ - ଶବ୍ଦସାଗର]

୩. ପିତୃଲୋକ; ପିତୃଗଣ —୩. The siprits of one's departed ancestors (consisting of ୩ paternal and ୩ matarnal ancestors).

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ନନ୍ଦୀମୁଖୀ (ଦେଖ) - —Nāndīmukhī (See)