ନାପସନ୍ଦ
ଦେଖଣା
ନାପସନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ନାପସନ୍ଦ୍)
[ସମ୍ପାଦନା]- ୧. ଅମନୋନୀତ; ଅପସନ୍ଦ; ଗର୍ପସନ୍ଦ —୧. Not chosen; rejected.
- ୨. ଅନଭିମତ —୨. Not approved; disapproved.
- ୩. ବିଶ୍ୱାସର ଅଯୋଗ୍ୟ — ୩. Unreliable; incredible.
- ୪. ଅଗ୍ରାହ୍ୟ —୪. Unacceptable.
- ୫. ଅରୁଚିକର —୫. Not according to one's taste or liking.
- ୬. ଅପ୍ରିୟ —୬. Disagreeable.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ଅନ୍ନିଛା —Disinclination.
- ୨. ଅଭିମତର ଅଭାବ; ଅନୁକୁଳ ମତ ପ୍ରକାଶ ନ କରିବା — ୨. Disapporvoal.
- ୩. ଔଦାସିନ୍ୟ; ଅନାସ୍ଥା — ୩. Indifference; disregard.
- ୪. ବିଶ୍ୱାସର ଅଭାବ — ୪. Want of faith or trust.