ନାପିତ
ଦେଖଣା
ନାପିତ
ଉଚ୍ଚାରଣ
[ସମ୍ପାଦନା](ନାପିତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନ=ନୁହେଁ+ଆପ୍ ଧାତୁ=ସମ୍ମାନ ପାଇବା+ ତ)
[ସମ୍ପାଦନା]ଶୂଦ୍ର ଜାତିବିଶେଷ; ଭଣ୍ଡାରୀ; କ୍ଷୌରକାରକ — Barbera; sūdra caste among the Hindus.
[ଦ୍ରଷ୍ଟବ୍ୟ —ପରାଶର ସ୍ମୃତିରେ ଅଛି ଯେ ଶୂଦ୍ରା ଗର୍ଭରେ ବ୍ରାହ୍ମଣ ଔରସ ସନ୍ତାନର ଯଦି ବ୍ରାହ୍ମଣଦ୍ୱାରା ସଂସ୍କାର ନ ହୁଏ ତେବେ ସେ ନାପିତ ହୁଏ ପରଷୁରାମଙ୍କ ମତରେ କୁବେର ପୁରୁଷ ଓ ପଟ୍ଟିକାରୀ ସ୍ତ୍ରୀର ସନ୍ତାନ ନାପିତ ମନୁସିଂହିତାରେ ନାପିତଙ୍କ ଗଣନା ଭୋଜ୍ୟାନ୍ନ ଶୂଦ୍ର ଜାତିରେ କରାଯାଇ ଅଛିସ୍ମୃତି ଆଦିରେ ନାପିତ ସଙ୍କର ଜାତିରେ ପରିଣିତ ଓ ଜଳସ୍ପୃଶ୍ୟ ଶୂଦ୍ର ରୂପେ ଗଣିତହି ଶବ୍ଦସାଗର ନାପିତର ଅନ୍ୟ ସଂସ୍କୃତ - ପ୍ରତିଶବ୍ଦ—କ୍ଷୁରୀ, ମୁଣ୍ଡୀ, ଦିବାକୀର୍ତ୍ତି, ଅନ୍ତ୍ୟାବସାୟୀ, ଛାତ୍ରୀ, ନଖକୁଟ୍ଟ, ଗ୍ରାମିଣୀ, ଚନ୍ଦ୍ରିଳ ଓ ଭାଣ୍ଡପୁଟ]