ନାବରା ଦଉଡ଼ି
ଜାହାଜର ଦୁଇ ପାଖରୁ ମାସ୍ତୁଲର ବେକ ପର୍ଯ୍ୟନ୍ତ ନିଶୁଣି ପରି ବନ୍ଧା ଦଉଡ଼ି — (nautical) Ropes tying the mast to the ends of a ship; stays.
ମୁଁ ନାବରା ଦଉଡି ଧରି ଚଉକୀ ଉପରକୁ ଉଠିଯାଉ ଦୁରବିନ୍ଦ କଷି ଦେଲି ଫକୀରମୋହନ—ଗଳ୍ପସ୍ୱଳ୍ପ)