Jump to content

ନାବାଲଗି

ଉଇକିଅଭିଧାନ‌ରୁ

ନାବାଲଗି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ବିପରୀତ—ସାବାଲକି)

ବୈଦେଶିକ - ବିଶେଷ୍ୟ - (କଚିରିଆ)— (ଫାରାସୀ - ନାବାଲିଗୀ)

[ସମ୍ପାଦନା]

ଅପ୍ରାପ୍ତ ବୟସ୍କ ଅବସ୍ଥା —Minority; nonage.

ଦେଶଜ - ବିଶେଷଣ -

[ସମ୍ପାଦନା]

ନାବାଳକ ସମ୍ୱନ୍ଧୀୟ —Relating to a minor.

(ଯଥା—ନାବାଲକି ସମ୍ପତ୍ତି)