ନାବ୍ୟ
ଦେଖଣା
ନାବ୍ୟ
ଉଚ୍ଚାରଣ
[ସମ୍ପାଦନା](ନାବ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ନୌ+ଉତ୍ତରଣଯୋଗ୍ୟାର୍ଥେ. ଯ)
[ସମ୍ପାଦନା]- ୧. ନୌକାଦ୍ୱାରା ପାର ହେବାର ଯୋଗ୍ୟ — ୧. Capable of being crossed over with the help of boats.
- ୨. ନୌକାଗମ୍ୟ; ନୌବାହନଯୋଗ୍ୟ; ଯେଉଁ ନଦୀ ଆଦିରେ ଡଙ୍ଗା ଚଳିପାରେ — ୨. Navigable.
- ୩. ପ୍ରଶଂସନୀୟ —୩. Praiseworthy (Apte).
ସଂସ୍କୃତ - ବିଶେଷ୍ୟ - (ନବ+ଭାବାର୍ଥେ. ଯ)
[ସମ୍ପାଦନା]- ୧. ନବତା; ନୂତନତ୍ୱ — ୧. Novalty; newness.
- ୨. ଯୁବାବସ୍ଥା —୨. Youth; adolescence.
- ୩. ନବତରୁଣାବସ୍ଥା; ନବଯୌବନ — ୩. Fresh youth; prime of youth.