Jump to content

ନାଭା

ଉଇକିଅଭିଧାନ‌ରୁ

ନାଭା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ହିନ୍ଦିଭକ୍ତମାଳ ଗ୍ରନ୍ଥରେ ଉଲ୍ଲେଖିତ ଜଣେ ବୈଷ୍ଣବ ଭକ୍ତ —୧. Name of a devoted B&&aline;iline;shṇaba.

[ଦ୍ରଷ୍ଟବ୍ୟ —ଏ ହିନ୍ଦୀ ଭକ୍ତମାଳ ଗ୍ରନ୍ଥର ପ୍ରଣେତା ଏ ସଂବତ୍ ଷୋଡ଼ଶ ଶତାବ୍ଦୀରେ ଜୀବିତ ଥିଲେ ଏହାଙ୍କ ଜନ୍ମ ତୈଲଙ୍ଗ ଦେଶରେ

ଗୋଟିଏ ନୀଚ (ଡମ) କୁଳରେ ହୋଇଥିଲା ଏ ଜନ୍ନାନ୍ଧ ଥିଲେ ଓ ଜୟପୁର ନିକଟର ସାଧୁମାନଙ୍କ ସେବା କରି ଏ ପୁଣି ଚକ୍ଷୁର୍ଲାଭ କରିଥିଲେ ଏ ତୁଳସୀ ଦାସଙ୍କ ସମସାମୟିକ ଥଲେ—ହିନ୍ଦୀ - ଶ] 
୨. ପଞ୍ଜାବର ଗୋଟିଏ ଶିଖରାଜଶାସିତ ରାଜ୍ୟ — ୨. Name of a state in the Panjab under a Sikh Raja.