Jump to content

ନାଭାଗ

ଉଇକିଅଭିଧାନ‌ରୁ

ନାଭାଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ଇକ୍ଷ୍ୱାକୁବଂଶୀୟ ରାଜବିଶେଷ — ୧. Name of the king of the Ikshwāku dynasty.

ଦ୍ର—ବାଲ୍ମୀକି ରାମାୟଣମତରେ ଓ ଅମ୍ୱରୀଷଙ୍କ ପ୍ରପୌତ୍ର, ଯଯାତିଙ୍କ ପୁତ୍ର, ଅଜଙ୍କ ପିତା ଓ ଦଶରଥଙ୍କ ପିତାମହ ଥିଲେ; କିନ୍ତୁ ଭାଗବତରେ ନାଭାଗ ଅମ୍ୱରୀଷଙ୍କ ପିତା ଥିବାର ଲେଖା ଅଛି

୨. କାରୁଷ ବଂଶର ଦିଷ୍ଟ ରାଜାଙ୍କ ପୁତ୍ର — ୨. Name of a king of the Kārusha dynasty.

[ ଦ୍ର—ମାର୍କଣ୍ଡେୟ ପୁରାଣରେ ଅଛି ଯେ ଏ ପିତାଙ୍କ ନିଷେଧ ସତ୍ୱେ ଗୋଟିଏ ବୈଶ୍ୟା କନ୍ୟାକୁ ବିବାହ କରି ନିଜର କ୍ଷତ୍ରିୟତ୍ୱ ହରାଇ ଥିଲେ ପରେ ତାଙ୍କ କନ୍ୟାକୁ ଜଣେ କ୍ଷତ୍ରିୟ ବଳପୂର୍ବକ ଗ୍ରହଣ କିର ବିବାହ କରିବାରୁ ଏ କ୍ଷତ୍ରିୟତ୍ୱ ଲାଭ କଲେ— ହିନ୍ଦୀ - ଶବ୍ଦସାଗର ]