ନାଭିଳ
ଦେଖଣା
ନାଭିଳ
ଉଚ୍ଚାରଣ
[ସମ୍ପାଦନା](ନାଭୀଳ—ଅନ୍ୟରୂପ)
(ନାଭିଳା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାଭି+ଅଛି ଅର୍ଥରେ ଳ)
[ସମ୍ପାଦନା]ବଡ଼ ନାଭିଯୁକ୍ତ; ଗାଣ୍ଡୁନା ହିୟା —Having a protuberant navel.
ସଂସ୍କୃତ - ବିଶେଷ୍ୟ - (ନାଭି+ଳ)
[ସମ୍ପାଦନା]- ୧. କୋଡ଼ ଗାତ— ସ୍ତ୍ରୀମାନଙ୍କ ଉରୁସନ୍ଧି —୧. The groin; inguen of women.
- ୨. ଗର୍ଭାଣ୍ଡ; ଗାଣ୍ଡୁ —୨. The swelling or enlargement of the navel.
- ୩. ଶାରୀରିକ କଷ୍ଟ; କୃଚ୍ଛ୍ର —୩. Bodily pain.
- ୪. ନାଭିର ଗର୍ତ୍ତ; ନାଭିକୂପ — ୪. The hollow of the navel.