Jump to content

ନାଭି ଖଣ୍ଡ

ଉଇକିଅଭିଧାନ‌ରୁ

ନାଭି ଖଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଗ୍ନୀଧ୍ର ରାଜ ତାଙ୍କ ପୁତ୍ରକୁ ଜଂବୁଦ୍ୱୀପର ଯେଉଁ ଖଣ୍ଡ ବାଣ୍ଟି ଦେଇଥିଲେ; ଭାରତବର୍ଷ — The old name of India.


[ ଦ୍ର—ଅଗ୍ନୀଧ୍ର ରାଜା ତାଙ୍କର ନଅ ପୁଅଙ୍କୁ ଜଂବୁଦ୍ୱୀପରାଜ୍ୟକୁ ନଅ ଖଣ୍ଡ କରି ବାଣ୍ଡି ଦେଇଥିଲେ ତାଙ୍କ ପୁତ୍ର ନାଭିଙ୍କୁ ଯେଉଁ ଖଣ୍ଡ ଦିଆ ଯାଇଥିଲା ତହିଁର ନାମ ନାଭିଖଣ୍ଡ ହେଲା ପରେ ନାଭିଙ୍କ ପୌତ୍ର ଭରତଙ୍କ ନାମ ଅନୁସାରେ ଏହା ଭାରତ ଖଣ୍ଡ ବା ଭାରତ— ବର୍ଷ ବୋଲି ପ୍ରସିଦ୍ଧ ହେଲା—ହିନ୍ଦୀ - ଶବ୍ଦସାଗର ]