Jump to content

ନାଭି ନାଡ଼ୀ

ଉଇକିଅଭିଧାନ‌ରୁ

ନାଭି ନାଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ନାଭିନାଡ଼ୀ ରଜ୍ଜୁ, ନାଭିନାଳା, ନାଭିନାଳଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗର୍ଭନାଡ଼; ଶିଶୁର ନାଭିସଙ୍ଗେ ଫୁଲକୁ ସଂଯୁକ୍ତ କରିଥିବା ବାଡ଼ —୧. Umbilical cord; navel string.
୨. ନାହିର ନାଡ଼ ଛିଣ୍ଡିଯିବା ରୋଗ ବିଶେଷ; ଅନ୍ତକୋଷ — ୨. The rupture of the navel; umbilical hernia (Apte).