Jump to content

ନାଭି ପାକ

ଉଇକିଅଭିଧାନ‌ରୁ

ନାଭି ପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ନାଭି+ପାକ)

[ସମ୍ପାଦନା]

ଶିଶୁମାନଙ୍କର ନାହିରେ ଘାଆ ହୋଇ ନାହି ପାଚଯିବା ରୋଗ (ହିନ୍ଦୀ - ଶ) — An infantile disease in which the navel becomes ulcerated and gangrenous.