Jump to content

ନାମଜାଦା

ଉଇକିଅଭିଧାନ‌ରୁ

ନାମଜାଦା

ଉଚ୍ଚାରଣ

[ସମ୍ପାଦନା]

ନାମ ଜିଆଦା, ନାମ ଜ୍ୟାଦାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଫାରାସୀ - ନାମ୍ଜଦ୍)

[ସମ୍ପାଦନା]
୧. ଯଶସ୍ୱୀ —୧. Reputable.
୨. ବିଖ୍ୟାତ; ଖ୍ୟାତିସଂପନ୍ନ — ୨. Celebrated; famous.

ଗୋପୀର ଦଦେଇ ଜଣେ ନାମଜାଦା କବିରାଜ ଥିଲେ— ଫକୀରମୋହନ—ଛ ମାଣ ଆଠଗୁଣ୍ଠ

୩. (ବ୍ୟଙ୍ଗାର୍ଥ) ଦୁର୍ନାମଯୁକ୍ତ —୩. Notorious.