ନାମଞ୍ଜୁର
ଦେଖଣା
ନାମଞ୍ଜୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନାମଞ୍ଜୁର—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ନାମଂଜୁର୍) (କଚିରିଆ)
[ସମ୍ପାଦନା]- ୧. ଅଗୃହୀତ —୧. Disapproved.
- ୨. ଅସ୍ୱୀକୃତ —୨. Refused.
- ୩. ଅଗୃହୀତ —୩. Rejected.
=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାମଞ୍ଜୁରୀ)
- ୧. ଅଗ୍ରାହ୍ୟ କରିବା —୧. Rejection.
- ୨. ଅସମ୍ମତି —୨. Disapproval.