ନାମଧାରକ
ଦେଖଣା
ନାମଧାରକ
ଉଚ୍ଚାରଣ
[ସମ୍ପାଦନା](ନାମଧାରିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନାମ+ଧୃ ଧାତୁ=ଧରିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ କୌଣସି ନାମମାତ୍ରା ଧାରଣ କରିଥାଏ, କିନ୍ତୁ ନାମାନୁରୂପ କୌଣସି କ୍ରିୟା କରେ ନାହିଁ — ୧. Bearing a name only but not doing. acts suitable thereto; nominal
- ୨. (ଅମୁକ) ନାମଧାରୀ — ୨. Bearing a name; named as.
[ ଦ୍ର—ଯେଉଁ ବ୍ରାହ୍ମଣ ବେଦପାଠ ଆଦି କର୍ମ ନ କରନ୍ତି ତାଙ୍କୁ ପରାଶର ସ୍ମୃତି ଅନୁସାରେ ନାମଧାରକ ବୋଲାଯାଏ—ହିନ୍ଦୀ - ଶ ]