Jump to content

ନାମଧେୟ

ଉଇକିଅଭିଧାନ‌ରୁ

ନାମଧେୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାମ+ସ୍ୱାର୍ଥେ. ଧେୟ)

[ସମ୍ପାଦନା]
୧. ନାମ — ୧. Name.

କହ କାର୍ତ୍ତିକେୟଙ୍କର ବିଶେଷ୍ୟ - ନାମଧେୟ—କୃଷ୍ଣସିଂହ. ମହାଭାରତ ବନ

୨. ବାଚକ ଶବ୍ଦ; ଯେଉଁ ଶବ୍ଦଦ୍ୱାରା କୌଣସି ବ୍ୟକ୍ତି ବା ବସ୍ତୁକୁ ଡକାଯାଏ —A word which indicates a particular person or thing.
୩. ଶିଶୁର ନାମକରଣ ଉତ୍ସବ — ୩. The ceremony of giving a name to a child (Apte).

ଦେଶଜ - ବିଶେଷଣ -

[ସମ୍ପାଦନା]

ନାମକ (ଦେଖ) - Nāmaka (See)

[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣରେ ନାମ ଶବ୍ଦରେ ସ୍ୱାର୍ଥରେ ଧେୟ ପ୍ରତ୍ୟୟ ହୋଇ ନାମଧେୟ ଶବ୍ଦ ନିଷ୍ପନ୍ନ ହୋଇଅଛି ନାମଧେୟର ଅର୍ଥ ନାମ ଏହା ତତ୍, କିମ୍ ଓ ନାମବାଚକ ଶବ୍ଦ ପରେ ସମାସରେ ଯୁକ୍ତ ହୋଇ ତନ୍ନାମଧେୟ, କିଂନାମଧେୟ, ଗୋପାଳ— ନାମଧେୟ ଆଦି ବିଶେଷଣ ଶବ୍ଦ ନିଷ୍ପନ୍ନ ହୁଏ ଓ ତହିଁର ସ୍ତ୍ରୀଲିଙ୍ଗାନ୍ତ ଆକାର ନାମଧେୟା କିନ୍ତୁ ଆଧୁନିକ କେତେକ ଲେଖକ (ଏମନ୍ତ କି ବଙ୍ଗଳା ଅଭିଧାନକାର ଜ୍ଞାନେନ୍ଦ୍ର) ଏହାକୁ (ନାମକ୍+ଧା ଧାତୁ+ଯ) ବିଶେଷଣ ଶବ୍ଦରୂପେ ବ୍ୟବହାର କରନ୍ତି ଏ ବ୍ୟବହାର ଭ୍ରାନ୍ତ ଅଟେ ]