Jump to content

ନାମରଦ

ଉଇକିଅଭିଧାନ‌ରୁ

ନାମରଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାଁ ମରଦ, ନାମର୍ଦ୍ଦ, ନାମର୍ଦ୍ଦା—ଅନ୍ୟରୂପ)

ଦେଶଜ - ବିଶେଷଣ - ପୁଲିଙ୍ଗ - (ଆରବୀ - ଲାମର୍ଦ୍ଦ. ନାମର୍ଦ.)

[ସମ୍ପାଦନା]
୧. ଅବୀର; ଭୀରୁ — ୧. Coward.

ଯଶହିଁ ମାତ୍ର ଯାଇ ଅଛି ରହି, ନାମରଦକୁ କେ ତୁଣ୍ଡେ ବସାଇ ବ୍ରଜନାଥ. ସମରତରଙ୍ଗ

୨. ଅମନଷ୍ୟ; ଦୁର୍ବଳ — ୨. Weak (man); unmanly.
୩. ଅଣପୁରୁଷା; ନପୁଂସକ; ପୁରୁଷତ୍ୱ ହୀନ — ୩. Impotent; emasculate.
୪. ମାଇଚିଆ —୪. Effiminate (person).