Jump to content

ନାମହୀନ

ଉଇକିଅଭିଧାନ‌ରୁ

ନାମହୀନ

ଉଚ୍ଚାରଣ

[ସମ୍ପାଦନା]

(ନାମବର୍ଜ୍ଜିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (୩ୟା ତତ୍; ନାମ+ହୀନ)

[ସମ୍ପାଦନା]
୧. ଅଖ୍ୟାତ — ୧. Nameless; not celebrated.
୨. ଅନାମକ; ଯାହାର ନାମ ନାହିଁ — ୨. Having no name.