ନାମା
ଦେଖଣା
ନାମା
ଉଚ୍ଚାରଣ
[ସମ୍ପାଦନା](ନାମ୍ନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ନାମନ୍ ଶବ୍ଦ; ୧ମା. ୧ବ; ନାମନ୍ ଶବ୍ଦ ବ୍ୟକ୍ତିବାଚକ ଅନ୍ୟ ଶବ୍ଦ ସଙ୍ଗେ ଯୋଗ ହୋଇ ବହୁବ୍ରୀହି ସମାସ ହେଲେ ନାମଠାରେ ନାମା ହୁଏ; ଯଥା—ଗୋବିନ୍ଦନାମା ଜନୈକ ବାଳକ)
[ସମ୍ପାଦନା]ନାମକ —By name; named.
ଅନୁବାଦ
[ସମ୍ପାଦନା]ବୈଦେଶିକ - ପ୍ରତ୍ୟୟ. (ଫାରାସୀ - ନାମାହ୍=ପତ୍ର; ଅନ୍ୟ ଶବ୍ଦ ସଙ୍ଗେ ଯୋଗ ହୁଏ; ଯଥା
[ସମ୍ପାଦନା]ହୁକୁମନାମା, ଓକାଲତ୍ନାମା; ଯାମିନ୍— ନାମା; ବଏନାମା; ମୋକ୍ତାରନାମା ଓ ରାଜିନାମା)— ନିଦର୍ଶନପତ୍ର; ଦଲିଲ —A letter or document indicating some transaction.