Jump to content

ନାମାଙ୍କିତ

ଉଇକିଅଭିଧାନ‌ରୁ

ନାମାଙ୍କିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍; ନାମ+ଅଙ୍କିତ)

[ସମ୍ପାଦନା]
୧. ଯହିଁରେ କୌଣସି ବ୍ୟକ୍ତିଙ୍କ ନାମ ଅଙ୍କିତ ବା ଲିଖିତ ହୋଇଅଛି; ନାମଯୁକ୍ତ —୧. Containing the name of some person as authority
୨. ସ୍ୱାକ୍ଷରିତ —୨. Signed.
୩. ନାମ ଚିହ୍ନଯୁକ୍ତ —୩. Marked with a name.
୪. ନାମର ମୋହରଯୁକ୍ତ — ୪. Sealed with the name of.

(ଯଥା—ନାମାଙ୍କିତ ମୁଦ୍ରା )