ନାମାବଲମ୍ୱନ
(ନାମାଶ୍ରୟ—ଅନ୍ୟରୂପ)
ଦେବତାଙ୍କ ନାମ ଉଚ୍ଚାରଣ କରି ବିପଦରୁ ଉଦ୍ଧାର ହେବା ରୂପ ଉପାୟ; କୌଣସି ନାମକୁ ଆଶ୍ରୟ କରିବା — Act of placing one's self under the protection of a Deity by invoking His name.