Jump to content

ନାମାବଳି

ଉଇକିଅଭିଧାନ‌ରୁ

ନାମାବଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାମ+ଆବଳି)

[ସମ୍ପାଦନା]
୧. ନାମସମୂହ —୧. A number of names; various names or denominations.
୨. ନାମର ତାଲିକା —୨. A list of names.
୩. କୌଣସି ଦେବତାଙ୍କ ନାମମାନ ଯେଉଁ ବସ୍ତ୍ରରେ ଲେଖା ବା ବୁଣା ଯାଇଥାଏ (ଯାହାକୁ ଦେବପୂଜା କଲାବେଳେ ଭକ୍ତ ଦେହରେ ପକାନ୍ତି) —୩. A garment stamped or woven with the name of a Deity written repeatedly on it.