ନାମିକ
ଦେଖଣା
ନାମିକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନାମନ୍+ସମ୍ୱନ୍ଧାର୍ଥେ. ଇକ)
[ସମ୍ପାଦନା]- ୧. ନାମସମ୍ୱନ୍ଧୀୟ — ୧. Relating to a name.
- ୨. ବିଶେଷ୍ୟସମ୍ୱନ୍ଧୀୟ —୨. Relating to a noun.
ଦେଶଜ - ବିଶେଷଣ - (କଚିରିଆ)
[ସମ୍ପାଦନା]- ୧. ନାମଧାରୀ — ୧. Named; holding a name.
(ଯଥା—ନିଷ୍ପି ବାଯ୍ୟାପ୍ତି ନାମିକ ଲାଖରାଦି )
- ୨. ନାମମାତ୍ର —୨. Nominal.
(ଯଥା—ନାମିକ ଦେବୋତ୍ତର)