ନାମିତ
ଦେଖଣା
ନାମିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନମ ଧାତୁ ଣିଚ=ନାମି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ନତ —୧. Bent; bowed down.
- ୨. ସ୍ଥାପିତ —୨. Established.
- ୩. ଯାହାକୁ ନତ କରା ଯାଇଅଛି — ୩. Caused to be bent.
ଦେଶଜ - ବିଶେଷଣ - (କଚିରିଆ)
[ସମ୍ପାଦନା]- ୧. ନାମଯୁକ୍ତ; ନାମକ — ୧. Named; by name.
- ୨. ନାମମାତ୍ର —୨. Nominal; in name only.