Jump to content

ନାମୀ

ଉଇକିଅଭିଧାନ‌ରୁ

ନାମୀ

ଉଚ୍ଚାରଣ

[ସମ୍ପାଦନା]
(ନାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନାମନ୍+ଅଛି ଅର୍ଥରେ ଇନ୍ ୧ମା. ୧ବ.)

[ସମ୍ପାଦନା]

ନାମଧାରୀ —Named.

ଏକ ନାମୀ ଏକ ସ୍ୱାମୀ ଏକାନ୍ତରେ ଚିହ୍ନି— ପ୍ରାଦୀ. ବ୍ରହ୍ମନିରୂପଣଗୀତା

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରସିଦ୍ଧ —Celebrated.