Jump to content

ନାମ୍ୱୁରୀ

ଉଇକିଅଭିଧାନ‌ରୁ

ନାମ୍ୱୁରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ନାମ୍ୱୁରୀ(ଦ୍ରୀ)—ଅନ୍ୟରୂପ]

=== ଦେଶଜ - ବିଶେଷ୍ୟ -

ଭାରତର ଦକ୍ଷିଣପଶ୍ଚିମସ୍ଥ ମାଳବାର ଉପକୂଳ ଅଞ୍ଚଳର ବ୍ରାହ୍ମଣଙ୍କ ଶ୍ରେଣୀବିଶେଷ — A class of Brāhmaṇas of the Malabar (west) coast of S. India.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଏମାନେ ୧୨: ବା ୧୩: ପୂର୍ବେ ପୂର୍ବ ଭାରତକୁ ଆସି ମାଲାବାର ଉପକୂଳରେ ବସତି କରିଥିଲେ ଏମାନେ ପରଶୁରାମଙ୍କଦ୍ୱାରା ଏ ଅଞ୍ଚଳକୁ ଅଣା ହୋଇ ଥିଲେ ବୋଲି କହନ୍ତି ଏବଂ କେରଳ ମାହାତ୍ମ୍ୟ ନାମକ ସ୍କୃତିଦ୍ୱାରା ଏମାନେ ଚାଳିତ ଏମାନଙ୍କ ବଂଶର ବଡ଼ ପୁଅମାନେ ବିବାହ କରନ୍ତି ଓ ବଂଶର ଅନ୍ୟ ପୁତ୍ରମାନେ ନାୟାର ଜାତୀୟା ଶୂଦ୍ରା ସ୍ତ୍ରୀଙ୍କ ମହବାସ କରନ୍ତି ଏମାନଙ୍କ ମଧ୍ୟରେ ବଡ଼ ପୁଅ ପୈତୃକ ସମ୍ପତ୍ତିର ଉତ୍ତରାଧୀକାରୀ ହୁଏ ପୁଅ ନ ଥିଲେ କନ୍ୟାର ପୁତ୍ର ସମ୍ପତ୍ତିର ମାଲିକ ହୁଏ ବଂଶର ସାନ ପୁଅମାନଙ୍କର ସନ୍ତାନମାନେ ନାୟାର ପତ୍ନୀର ଉତ୍ତରାଧିକାରୀ ହୁଅନ୍ତି ନମ୍ୱୁରୀମାନଙ୍କ ମଧ୍ୟରେ କନ୍ୟାର ବିବାହ— ଯୋଗ୍ୟ ବୟସର ସ୍ଥିରତା ନାହିଁ ଏବଂ ବହୁ କନ୍ୟା ଅବିବାହିତା ହୋଇ ରହନ୍ତି ମୃତ ସ୍ୱାମୀଙ୍କ ବିନା ଅନୁମତିରେ ବିଧବା ପୋଷ୍ୟପୁତ୍ର ଗ୍ରହଣ କରିପାରେ ପିତାର ଏକ ମାତ୍ର ପୁତ୍ର ପୋଷ୍ୟ— ପୁତ୍ର ରୂପେ ଦିଆ ଯାଇ ପାରେ ଓ ଉକ୍ତ ଦୈମୁଷାୟନ ପୁତ୍ର ଜନ୍ମ କଲା ପିତାଙ୍କୁ ଓ ପୋଷିଆଁ ପିତାଙ୍କୁ ପିଣ୍ଡ ଦେଇ ଦୁହିଁଙ୍କ ସମ୍ପତ୍ତିରେ ଉତ୍ତରାଧିକାରୀ ହୁଏ ବା ମେନ୍ ସାହେବଙ୍କ ସଂକଳିତ ହିନ୍ଦୁ ଆଇନ୍ ଓ ବ୍ୟବହାର