ନାମ କରିବା
ଦେଖଣା
ନାମ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ଜୀବର ବା ସ୍ଥାନର ନାମ ଉଲ୍ଲେଖ କରିବା —୧. To mention the name of an animal or place.
- ୨. ହରି ନାମ ଭଜନ କରିବା — ୨. To invoke the name of the Deity.
- ୩. ସୁଖ୍ୟାତି ପାଇବା; ପ୍ରସିଦ୍ଧି ଲାଭ କରିବା — ୩. To earn a reputation.
- ୪. ଅନ୍ୟର ସୁଖ୍ୟାତି କରିବା; ପ୍ରଶଂସା କରିବା — ୪. To praise a person.