Jump to content

ନାମ କୀର୍ତ୍ତନ

ଉଇକିଅଭିଧାନ‌ରୁ

ନାମ କୀର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

(ନାମ ସଂକୀର୍ତ୍ତନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ନାମ+କୀର୍ତ୍ତନ)

[ସମ୍ପାଦନା]
୧. ଭଗବାନଙ୍କ ନାମକୁ ଘୋଷିବା —୧. Repeating the name of the deity.
୨. କୀର୍ତ୍ତନ; ନାମ ସଂକୀର୍ତ୍ତନ —୨. Chanting of hymns with music.