Jump to content

ନାମ ଖତେଇ

ଉଇକିଅଭିଧାନ‌ରୁ

ନାମ ଖତେଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାନଖତାଇ)

[ସମ୍ପାଦନା]

ଗୁଡ଼ାଖୁଖିଆ ଟିକିଆ ବା ବିସ୍କୁଟ ଆକାରର ଏକପ୍ରକାରର ମିଷ୍ଟାନ୍ନ —A kind of country biscuit.

[ଦ୍ରଷ୍ଟବ୍ୟ —ଘିଅ ଓ ଚିନିରେ ଚାଉଳଅଟାକୁ ଗୋଳାଇ ତାକୁ ଖଜାପରି ଗୋଟିଏ ଗୋଟିଏ ପତଳା ପିଣ୍ଡ କରି ଗୋଟିଏ ଲୁହାର ଥାଳି ଉପରେ ରଖାଯାଏ ଏଥିର ଉପରେ ଓ ତଳେ କିଛି ଛଡ଼ାରେ ଜଳନ୍ତା ଅଙ୍ଗାର ପୂର୍ଣ୍ଣ ଦୁଇଟି ଅନ୍ୟ ଥାଳି ରଖାଯାଏ ଏଥିରୁ ଏକପ୍ରକାର ସୁଗନ୍ଧ ବାହାରିବାର ଜଣାଗଲେ ଏହା ସୁପକ୍ୱ ହେଲା ବୋଲି ଜଣାଯାଏ]