ନାମ ଜପିବା
ଦେଖଣା
ନାମ ଜପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ନାମ+ଜପଧାତୁ)
[ସମ୍ପାଦନା]- ୧. ଇଷ୍ଟଦେବଙ୍କ ନାମ ମନେ ମନେ ବାରମ୍ୱାର ସ୍ମରଣ କରିବା —୧. To repeat the name of one's worshipped deity silently.
- ୨. କୌଣସି ଅଭିଳଷିତ ବ୍ୟକ୍ତିଙ୍କ ବିରହରେ ତାଙ୍କ ନାମକୁ ସର୍ବଦା ମନେ ପକାଇବା; ଝୁରିବା — ୨. To pine after a dear person.
- ୩. ମାଳାଦ୍ୱାରା ଇଷ୍ଟଦେବଙ୍କ ନାମ ବା ମନ୍ତ୍ର ଜପ କରିବା — ୩. To count the name of one's Deity with the beads.